ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କଟକଠାରେ ଅତ୍ୟାଧୁନିକ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଉଦଘାଟିତ

CM inaugurated sewage treatment plant in Cuttack

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Dec-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକର ସିଡିଏ ସେକ୍ଟର-୧ରେ ନବନିର୍ମିତ ଏକ ଅଥ୍ୟାଧୁନିକ ସିୱେଜ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି। କଟକ ସହରରୁ ଦୈନିକ ନିର୍ଗତ ୩.୬ କୋଟି ଲିଟର ଅପରିସ୍କୃତ ଜଳକୁ ଏହି ପ୍ଲାଣ୍ଟ ବିଶୋଧନ କରିବାର କ୍ଷମତା ରହିଛି। ଏହାର ନିର୍ମାଣରେ ୧୧୦ କୋଟି ଟଙ୍କା ବିନିଯୋଗ କରାଯାଇଛି। 

Other News