ନବୀନ ପ୍ରତିକ୍ରୀୟା : ନିର୍ବାଚନ ଫଳରେ ଭୋଟରଙ୍କ ମାନସିକତା ପ୍ରତିଫଳିତ

Poll results reflected mood of the nation: Naveen Patnaik

୨୦୧୪ ସାଧାରଣ ନିର୍ବାବାଚନରେ କ୍ଷମତାକୁ ଆସିବାପରେ ପ୍ରଥମକରି ହିନ୍ଦି ଭାଷୀ ଅଞ୍ଚଳରେ ବିଜେପିକୁ ଶକ୍ତଧକ୍କା ଲାଗିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସେ ସ୍ପଷ୍ଟ କରିଛନ୍ତି, ଆମେ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ବ ରକ୍ଷା କରିଛୁ। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ୫ ଟି ରାଜ୍ୟର ନିର୍ବାଚନ ଫଳରେ ଦେଶର ଭୋଟରଙ୍କ ମାସିକତାର ପ୍ରତିଫଳନ ହୋଇଛି।

Other News