ପଶ୍ଚିମ ଓଡିଶାରେ ପ୍ରଥମକରି ଶୁଭାରମ୍ଭ ହେଲା ଗୋଷ୍ଠୀ ରେଡିଓ

Western Odisha launched its first ever community radio

ପଶ୍ଚିମ ଓଡିଶାର ଖରିଆର ଠାରେ ପ୍ରଥମକରି ଆରମ୍ଭ ହେଇଛି ଗୋଷ୍ଠି ରେଡିଓ କାର୍ଯ୍ୟକ୍ରମ ସ୍ବଶକ୍ତି। ଗ୍ରାମ ଉନ୍ନୟନ ସଚିବ ମଧୁସୂଦନ ପାଢୀ ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମ ସ୍ବଶକ୍ତି ପ୍ରଥମ ପର୍ଯ୍ୟାୟରେ ୩୦ କିଲୋମିଟର ବ୍ୟାସାର୍ଦ୍ଧ ପରିସର ମଧ୍ୟରେ କାର୍ଯ୍ୟକ୍ରମ ପ୍ରସାରଣ କରିବ, ପରବର୍ତ୍ତି କାଳରେ ଏହାର ଲୋକ ପ୍ରିୟତାକୁ ଚାହିଁ ପରିସର ବୃଦ୍ଧି କରାଯିବ। ଗ୍ରମାଞ୍ଚଳର ବିକାଶ ଓ ସଚେତନତା ସୃଷ୍ଠି କରିବା କ୍ଷେତ୍ୟରେ ଗୋଷ୍ଠୀ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିବ।

Other News