ପାଞ୍ଚ ବର୍ଷରେ ବିଜେପି ଲୋକଙ୍କ ବିଶ୍ବାସ ହରାଇଛି : ନବୀନ

BJP has lost people’s trust in 5 years: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

23-Apr-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିକୁ ତୀବ୍ର ସମାଲୋଚନା କରିଛନ୍ତି। ଭଦ୍ରକ ଠାରେ ଆୟୋଜିତ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ବିକାଶ ପ୍ରସଙ୍ଗରେ ୨୦୧୪ ନିର୍ବାଚନରେ ବିଜେପିକୁ ଜନସମର୍ଥନ ମିଳିଥିଲା। ମାତ୍ର ବିଗତ ପାଞ୍ଚବର୍ଷ ମଧ୍ୟରେ ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ନହେବାରୁ ବିଜେପି ଲୋକଙ୍କ ବିଶ୍ବାସ ହରାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News