Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/05-Nov-2018
ମହାନଦୀ କୋଲଫିଲ୍ଡ କୋଇଲା ଖଣି ପାଇଁ ଅଧିଗ୍ରହଣ କରାଯାଇଥିବା ଜମିରୁ ଅବ୍ୟହୃତ ଜମିକୁ ବିଜ୍ଞପ୍ତି ପ୍ରକାଶ କରି ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି କୋଇଲା ଖଣି ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡକୁ ଜମି ଦେଇଥିଲେ ହେଁ ସେମାନଙ୍କୁ ଥଇଥାନ କରାଯାଇଁନାହିଁ। ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।