ଜଳସେଚନ ସୁବିଧାକୁ ବ୍ୟାପକ କରିବାପାଇଁ କୃଷି କ୍ୟାବିନେଟରେ ଗୁରୁତ୍ବ

Agriculture cabinet stresses on augmenting irrigation facilities

 Published : ଓଡିଶା ସନ୍ ଟାଇମସ୍

/  

17-Nov-2016  

ଓଡିଶା ଚାଷୀଙ୍କ ଆୟ ଦେଶରେ ଅନ୍ୟ ଚାଷୀଙ୍କ ଆୟଠାରୁ ସର୍ବାଧିକ। ଓଡିଶାରେ ୨୦୦୩ ମସିହାରେ କୃଷକଙ୍କର ହାରାହାରି ଆୟ ୧୦୦୦ ଟଙ୍କା ଥିଲାବେଳେ ୨୦୧୩ ମସିହା ବେଳକୁ ତାହା ଦ୍ବୀଗୁଣିତ ହୋଇଥିଲା ବୋଲି କୃଷି କ୍ୟାବିନେଟ ବୈଠକପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି। ରାଜ୍ୟରେ କୃଷିର ବିକାଶ ପାଇଁ ବୃହତ ଉଠା ଜଳସେଚନ ପଏଣ୍ଟ ପ୍ରତିଷ୍ଠାକରି ଜଳସେଚନ ବ୍ୟବସ୍ତାକୁ ବ୍ୟାପକ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଛି।

Other News