ମାଓବାଦୀ ମୁକାବିଲ୍ଲାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଓଡିଶା ପୁଲିସକୁ ଅଭିନନ୍ଦନ

CM congratulates Odisha police over Malkangiri encounter

 Published : ଓଟିଭି

/  

26-Oct-2016  

ଓଡିଶା ପୁଲିସ, ମାଲକାନାଗିରିରେ ମାଓବାଦୀଙ୍କ ମୁକାବିଲ୍ଲାରେ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ପୁଲିସ ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ଓଡିଶା ପୁଲିସ ଓ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡର ମିଳିତ ନକ୍ସଲବିରେଧି ଚଢାଉରେ ୨୮ଜଣ ମାଓବାଦୀ ପ୍ରାଣହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରସଙ୍ଗରେ ମାଲକାନାଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଗ୍ରେହାଉଣ୍ଡର ସହଯୋଗକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଛନ୍ତି।

Other News