କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ

Cops face CM wrath

ଦୀର୍ଘ ଆଠବର୍ଷ ତଳେ ପ୍ରମୋଦିନି ରାଉଲ ନାମକ ଜନୈକ ବାଳିକାଙ୍କ ଉପରେ ହୋଇଥିବା ଏସିଡି ମାଡ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନକରି ମାମଲାକୁ ବନ୍ଦ କରିଦିଆଯାଇଥିଲା। ଏହି ଘଟଣାକୁ ଗୁରୁତ୍ତରଭାବେ ଗ୍ରହଣକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କର୍ତ୍ତବ୍ୟରେ ଅବହେଳା କରିଥିବା ଦୁଇ ପୁଲିସ ଅଧିକାରୀଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି।

Other News