ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡିଏଫଆଇଡି ମୁଖ୍ୟ

DFID India head calls on CM

ଡିପାର୍ଟମେଣ୍ଟ ଫର ଇଣ୍ଟରନ୍ୟାସନାଲ ଡେଭଳପମେଣ୍ଟ (ଡିଏଫଆଇଡି)ର ନୂତନ ମୁଖ୍ୟଭାବେ ଦାୟିତ୍ବ ଗ୍ରହଣ କରିଥିବା ମିଷ୍ଟର ଗାଭିନ ମାକଗିଲିଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସଚିବାଳୟଠାରେ ବୁଧବାର ଦିନ ସାକ୍ଷାତ କରିଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ       ଡିଏଫଆଇଡି ଦ୍ବାରା ଯୋଗାଇ ଦିଆଯାଉଥିବା ସହଯୋଗ ସମ୍ପର୍କରେ ମୁଖ୍ୟମନ୍ତୀ ଶ୍ରୀ ପଟ୍ଟନାୟକ, ମିଷ୍ଟର ଗାଭିନଙ୍କ ସହ ଆଲୋଚନା କରିଥିଲେ।

Other News