ଭତ୍ତିଭୂମି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୨୦୬.୫୬ କୋଟି ଟଙ୍କା

CM sanctions Rs 206.56 crore infra projects

ରାଜ୍ୟର ପଛୁଆ ଅଞ୍ଚଳ, ବିଶେଷକରି ପଶ୍ଚିମ ଓଡିଶା ଏବଂ ଆଦିବାସୀ ଅଞ୍ଚଳ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୬.୫୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମଞ୍ଜୁର ଅର୍ଥରେ ଅନେକ ରାସ୍ତା ଓ ପୋଲ ନିର୍ମାଣ କରଯିବ।ଅନୁମୋଦିତ ହୋଇଥିବା ରାସ୍ତା ଗୁଡିକ ହେଲା ବଲାଙ୍ଗୀର-କଣ୍ଟାବାଞ୍ଜି-ବଙ୍ଗମୁଣ୍ଡା- ଚନ୍ଦୁତୋରା , ନୂଆପଡା- ସୋହେଲା ହାଇଲେବୁଲ ସେତୁ,ସୁମଣ୍ଡଳ-ଅଙ୍ଗାର ଗାଁ ରାସ୍ତା, ମୋଟର- ଜୟପାଟଣା ରାସ୍ତା, ସୋହେଲା- ନୂଆପଡା ହାଇଲେବୁଲ ସେତୁ, ବୁରୁଦା-ଅଜ୍ଜୁନପୂରରାସ୍ତା, ଦୟାନଦୀ ଉପରେଧଉଳୀ- ସୁନ୍ଦରପଦା ବପାଇପାଶ୍ ସେତୁ, କୋରାପୁଟ- ପାର୍ବତୀପୁର- ଲକ୍ଷ୍ମୀପୁର ରାସ୍ତାର ପ୍ରସସ୍ତିକରଣ, ସେହେଲା- ନୂଆପଡା ଏବଂ ରାମପୁର-ନକମୁଣ୍ଡି- ବାଳକୁମାରୀ ରାସ୍ତା । ଏହି ସବୁ ପ୍ରକଳ୍ପର କାମ ନିଦ୍ଧାରୀତ ସମୟରେ ଶେଷ କରିବାପାଇଁ ମୁଖ୍ୟମନ୍ତ୍ରୀ ନିଦ୍ଦେଶ ଦେଇଛନ୍ତି।

Other News