ମୁଖ୍ୟମନ୍ତ୍ରୀ ଓରେଡାର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ

CM laid stone for OREDA building

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଓଡିଶା ଅକ୍ଷୟଶକ୍ତି ବିକାଶ ସଂସ୍ଥା (ଓରେଡା) ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟରେ ଅଣପାରମ୍ପରିକ ଶକ୍ତି ସାଧନକୁ ଲୋକପ୍ରିୟ କରିବାରେ ଓରେଡା ପ୍ରମୁଖ ଭୂମିକା ଗ୍ରହଣ କରିଛି।

Other News