ବିଜେଡି ଅନୁସୂଚୀତ ଜାତି ସେଲର ସମ୍ମିଳନୀ ଜାନୁଆରୀ ଭୁବନେଶ୍ବରରେ ହେବ

BJD SC Cell convention in BBSR in Jan

 Published : ପାଏନିୟର

/  

30-Dec-2018  

ବିଜୁ ଜନତା ଦଳ ଅନୁସୂଚୀତ ଜାତି ସେଲର ରାଜ୍ୟ ସ୍ତରୀୟ ସମ୍ମିଳନୀ ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିରେ ଅନୁସୂଚୀତ ଜାତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେଲର ଆବାହକ ବିଷ୍ଣୁ ଚରଣ ଦାସ କହିଛନ୍ତି।

Other News