ମୁଖ୍ୟମନ୍ତ୍ରୀଙ୍କ ନିବେଦନ ଆତଙ୍କୀ ଆକ୍ରମଣରେ ଯବାନଙ୍କ ହୋଇଥିବା ସହିଦଙ୍କୁ ଦିଅ ୨ ମିନିଟର ନୀରବ ଶ୍ରଦ୍ଧାଞ୍ଜଳି

Pulwama terror attack: CM requested 2-min silence for CRPF martyrs

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ପୁଲୱାମା ଅତଙ୍କୀ ଆକ୍ରମଣରେ ପ୍ରାଣବଳି ଦେଇଥିବା  ୪୩ ଜଣ ଯବାନ ମାନଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆତଙ୍କୀ ଆକ୍ରମଣକୁ କଡା ନିନ୍ଦା କରିବା ସହିତ ଏହାକୁ ଭୀରୁତାର କାର୍ଯ୍ୟ ବୋଲି କହିଛନ୍ତି।

Other News