ବିଶ୍ବକପ ପୁରୁଷ ହକି ପାଇଁ ସବୁଜ ଓଡ଼ିଶା ବୃକ୍ଷ ରୋପଣର ଶୁଭାରମ୍ଭ

Plantation drive flagged off for ‘green’ Odisha Hockey Men’s World Cup

 Published : ଓଡ଼ିଶା ସନ୍ ଟାଇମ୍ସ

/  

27-Jul-2018  

ଆସନ୍ତା ନଭେମ୍ବର ମାସରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ବିଶ୍ବକପ ହକି ଅବସରରେ “ସବୁଜ ଏବଂ ପରିମଳ” ପରିବେଶ ସୃଷ୍ଟି କରିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି ଓ ଏହି କାର୍ଯ୍ୟକ୍ରମରେ ସମସ୍ତେ ଭାଗ ନେଇ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ରାଜ୍ୟବାସୀଙ୍କୁ ସେ ବାର୍ତ୍ତା ଦେଇଛନ୍ତି।

Other News