ରାଜ୍ୟ ସରକାରଙ୍କ ନିଷ୍ପତ୍ତି : ପୌରପାଳିକା,ବିଜ୍ଞାପିତ ଅଞ୍ଚଳ ଓ ମହାନଗର ନିଗମ ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

Odisha govt to provide lands to slum dwellers in municipalities, NACs

 Published : ଓଡିଶା ସନ୍ ଟାଇମ୍ସ

/  

08-Aug-2017  

ରାଜ୍ୟର ବସ୍ତି ବାସିନ୍ଦାଙ୍କ ସ୍ବାର୍ଥରକ୍ଷା ଲାଗି ରାଜ୍ୟସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ , ରାଜ୍ୟର ମହାନଗର ନିଗମ, ପୌରପାଳିକା ଓ ବଜ୍ଞାପିତ ଅଞ୍ଚଳରେ ବସ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରାବା ପାଇଁ ରାଜ୍ୟସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ସଂମ୍ପର୍କରେ ସୂଚନା ଦେଇଥିଲେ।

Other News