ସଭାପତି ନବୀନ ପଟ୍ଟନାୟକ ୨୦ ମାର୍ଚ୍ଚରେ ଦାଖଲ କରିବେ ନାମାଙ୍କନ ପତ୍ର

President Naveen Patnaik to file nomination on 20 March

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Mar-2019  

ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନ ପାଇଁ ମାର୍ଚ୍ଚ ୨୦ ତାରିଖ, ବୁଧବାର ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନଣ୍ଡଳୀ ପାଇଁ ନାମାଙ୍କନ ପତ୍ରଦାଖଲ କରିବେ। ମିଳିଥିବା ସୂଚନା ଅନୁଯାୟୀ ସଭାପତି ଦଳର ସାଂସଦ, ବିଧାୟକ, ନେତା ଓ କର୍ମୀଙ୍କ ଗହଣରେ ଛତ୍ରପୁର ସବ୍-କଲେକ୍ଟର ଅଫିସରେ ନାମାଙ୍କନ ପତ୍ର ଦାଖଲ କରିବେ। ଅପ୍ରେଲ ୧୮ ତାରିଖରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ।

Other News