Published : ଟେଲିଗ୍ରାଫ
/05-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟସ୍ଥିତ ନବନିର୍ମିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି। ଏହାଫଳରେ ରାଜ୍ୟର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ପରିଗଣିତ କେବିକେ ଅଞ୍ଚଳର ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଅଧିକ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୦୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜ ହେଉଛି ରାଜ୍ୟର ଚତୃର୍ଥ ସରକାରୀ ମେଡିକାଲ କଲେଜ। ଚଳିତ ଶିକ୍ଷା ବର୍ଷଠାରୁ ଏଠାରେ ପାଠପଢା ଆରମ୍ଭ ହେବ।