Published : ନିୟୁ ଇଣ୍ଡିଆନ ଏକ୍ସପ୍ରେସ
24-Mar-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସେଚ ପ୍ରକଳ୍ପ ଗୁଡିକୁ ମଞୁରୀ ପ୍ରଦାନ କରିଛନ୍ତ। ସୂଚନା ଯୋଗ୍ୟ ଯେ ଜଳସେଚନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି।