ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ : ୨୦୧୮ ସୁଦ୍ଧା ସବୁ ପଞ୍ଚାୟତ ମୁଖ୍ୟାଳୟକୁ ପାଣି ପାଇପ୍ ସଂଯୋଗ କର

CM directed to ensure pipe water facility to all panchayat HQs by 2018

 Published : ଟାଇମ୍ସ ଅଫ ଇଣ୍ଡିଆ

/  

14-Sep-2017  

 ରାଜ୍ୟର ସମସ୍ତ ପଞ୍ଚାୟତ ମୁଖ୍ୟାଳୟକୁ ଡିସେମ୍ବର ୨୦୧୮ ସୁଦ୍ଧା ପାନୀୟଜଳ ଯୋଗାଣ ପାଇଁ ପାଣି ପାଇପ୍ ସଂଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ପୃତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟର ପାନୀୟ ଜଳ ଯୋଗାଣ ସମ୍ପର୍କରେ ସଚିବାଳୟଠାରେ ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହି ନିର୍ଦେଶକୁ ନିର୍ଦ୍ଧାରୀତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି।

Other News