ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରାଗଲା

CM, ministers asset details uploaded in public domain

 Published : ଓଡ଼ିଶାପୋଷ୍ଟ

/  

29-Dec-2018  

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନଙ୍କର ୨୦୧୭-୧୮ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକା ସାଧାରଣ ଲୋକଙ୍କ ଜାଣିବା ପାଇଁ ପବ୍ଲିକ ଡୋମେନରେ ଅପଲୋଡ କରାଯାଇଛି।

Other News