ପେଟ୍ରୋଲ ପମ୍ପ ଓ ଗ୍ୟାସ ଷ୍ଟେସନ ଉପରେ ଭିଡିଓଗ୍ରାଫି ମାଧ୍ୟମରେ କଡା ନଜର ରଖିବା ପାଇଁ ଦାବିକଲା ଦଳ

Party wants video surveillance of petrol pumps, gas stations

 Published : ଓରିଶାପୋଷ୍ଟ

/  

15-Mar-2019  

ଆସନ୍ତା ନିର୍ବାଚନ ସମୟରେ ରାଜ୍ୟରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଓ ଗ୍ୟାସ ଷ୍ଟେସନ ଗୁଡିକ ଉପରେ ଭିଡିଓଗ୍ରାଫି ମାଧ୍ୟମରେ କଡା ନଜର ରଖିବାକୁ ଦଳ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରାଯାଇଛି। ଦଳ ପକ୍ଷରୁ ଯାଇଥିବା ପ୍ରତିନିଧି ଦଳ ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପ ଓ ଗ୍ୟାସ ଷ୍ଟେସନ ଗୁଡିକରେ ନିର୍ବାଚନକୁ ପ୍ରଭାବିତ କଲାଭଳି କାର୍ଯ୍ୟ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସେହି ସବୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକ ପ୍ରତି ଭିଡିଓଗ୍ରାଫି ମାଧ୍ୟମରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି।

Other News