ମୁଖ୍ୟମନ୍ତ୍ରୀ ବାସଗୃହ ବାଣ୍ଟିଲେ ଭୁବନେଶ୍ବରରେ ବସ୍ତିବାସିନ୍ଦାଙ୍କୁ

CM distributed houses to slum dwellers in Bhubaneswar

 Published : ଓଡ଼ିଶା ସନ୍ ଟାଇମ୍ସ

/  

06-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ “ମିଶନ ଆବାସ ଯୋଜନା”ରେ ବସ୍ତିବାସିନ୍ଦାଙ୍କୁ ବାସଗୃହ ଓ ଜମିପଟ୍ଟା ବାଣ୍ଟିଛନ୍ତି। ରାଜଧାନୀର ଜନତା ମଇଦାନରେ ଆୟୋଜିତ ଏକ ବଡଧରଣର ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବାସ କରୁଥିବା ୧୧୦ ବସ୍ତି ବାସିନ୍ଦାଙ୍କୁ ବାସଗୃହ ଏବଂ ୮୬୦୦ ଜଣଙ୍କୁ ଜମି ପଟ୍ଟାବଣ୍ଟନ କରିଛନ୍ତି।

Other News