ନବୀନ ରଖିଲେ ଗୃହ ବିଭାଗ ଏବଂ ଅର୍ଥ ବିଭାଗ ଦେଲେ ପୂଜାରୀଙ୍କୁ

Naveen retained Home, alloted Finance to Pujari

ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସହିତ ବଣ୍ଟନ କରାଯାଇନଥିବା ସମସ୍ତ ବିଭାଗ ଗୁଡିକ ନିଜ ପାଖରେ ରଖିଛନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ବିଭାଗ ପ୍ରଦାନ କରିଛନ୍ତି। ସେ ରାଜ୍ୟର ଆସନ୍ତା ବଜେଟ ଉପସ୍ଥାପନ କରିବେ।

Other News