ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ସାମାଜିକ ସହାୟତା ପେନସନଧାରୀ ମାନଙ୍କୁ ନଗଦ ଅର୍ଥ ଦିଆଯାଉ

Odisha CM stressed on cash for social assistance beneficiaries

 Published : ଓଡିଶା ସନ୍ ଟାଇମ୍ସ

/  

07-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବୀକରି କହିଛନ୍ତି, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଦିଆଯାଉଥିବା ପେନସନ ବ‍୍ୟାଙ୍କ ମାଧ୍ୟମରେ ପ୍ରଦାନ ନକରି ରାଜ୍ୟସରକାରଙ୍କ ମାଧ୍ୟମରେ ନଗଦ ଅର୍ଥ ବାଣ୍ଟିବାର ଦାୟିତ୍ବ ଦିଆଯାଉ।

Other News