ଏସୀୟ ଦୌଡକୁଦ ପ୍ରତିଯୋଗିତା, ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

Asian Athletics Championship, CM asks police to ensure smooth traffic

 Published : ଟାଇମ୍ସ ଅଫ ଇଣ୍ଡିଆ

/  

01-Jul-2017  

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ଏସୀୟ ଦୌଡକୁଦ ପ୍ରତିଯୋଗିତା ଆଉ ମାତ୍ର ୪ ଦିନ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି, ସହରର ସୌନ୍ଧର୍ଯ୍ୟକରଣ ଆଦି ବିଭିନ୍ନ ବିଷୟ ଉପରେ ସମୀକ୍ଷା କରିଥିଲେ। ଜୁଲାଇ ୫ ତାରିଖରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ପାଇଁ ୪୫ ଟି ଦେଶରୁ ୧୧ ଶହ କ୍ରୀଡାବିତ୍ ଓ ପ୍ରତିନିଧି ଏବଂ ୫୦୦୦ରୁ ଅଧିକ ଦର୍ଶକ ଭୁବନେଶ୍ବରକୁ ଆସିବାର ସମ୍ଭାବନା ଥିବାରୁ  ଟ୍ରାଫିକ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ପ୍ରଦାନ କରିଥିଲେ।

Other News