ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ଉପଭୋକ୍ତାଙ୍କ ପାଇଁ ଓଡିଶା ଆରମ୍ଭ କରିବ ନିଜସ୍ବ ଖାଧ୍ୟ ସୁରକ୍ଷା ଆଇନ

Odisha to launch own scheme to include NFSA left out beneficiaries

 Published : ଓଡିଶା ସନ୍ ଟାଇମ୍ସ

/  

28-Jul-2018  

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ପରିବାର ଗୁଡିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ବାରମ୍ବାର ଦୃଷ୍ଟି ଆକର୍ଷଣ କରି ଆସୁଥଲେ ମଧ୍ୟ ସେଥିପ୍ରତି କେନ୍ଦ୍ର ସରକାର ଗୁରୁତ୍ବ ପ୍ରଦାନ କରୁନାହାନ୍ତି। ତେଣୁ ଓଡିଶାରେ ବଞ୍ଚିତ ହେଉଥିବା ୩୪.୪୪ ଲକ୍ଷ ଉପଭୋକ୍ତାଙ୍କ ପାଇଁ ନିଜସ୍ବ ଖାଦ୍ୟ ସୁରକ୍ଷା ଆଇନ ଆସନ୍ତା ଅକ୍ଟୋବର ୨ ତାରିଖରୁ ପ୍ରଚଳନ କରାଯାଇ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Other News