ଆଇନଷ୍ଟାଇନଙ୍କ ଆପେକ୍ଷିକ ସିଦ୍ଧାନ୍ତକୁ ବିଧିସିଦ୍ଧ କରିଥିବା ଓଡିଆ ଜ୍ୟୋର୍ତିବିଜ୍ଞାନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

CM wishes Odia astronomer for validating Einstein’s relativity theory

 Published : ଓଟିଭି

/  

19-Jun-2017  

ଓଡିଆ ଜ୍ୟୋର୍ତିବିଜ୍ଞାନୀ ଶ୍ରୀ କୈଳାସ ସାହୁ କେତେକ ଜ୍ୟୋର୍ତିବିଜ୍ଞାନୀଙ୍କ ସହ ଆମେରିକାର  ଜ୍ୟୋର୍ତିବିଜ୍ଞାନ ମହାକାଶ ଦୂରବିକ୍ଷଣ ବିଜ୍ଞାନ ପ୍ରତିଷ୍ଠାନରେ ଛାୟାପଥରେଥିବା ତାରା ମାନଙ୍କର ପିଣ୍ଡ ମାପିବାରେ ସଫଳ ହେବା ସହିତ ଆଇନଷ୍ଟାଇନଙ୍କ ଆପେକ୍ଷିକ ଛାୟାପଥ ସିଦ୍ଧାନ୍ତକୁ ବିଧିସିଦ୍ଧ କରିପାରିଛନ୍ତି। ଏହି ସଫଳତା ପାଇଁ ଓଡିଶା ଗର୍ବିତ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସାହୁ ଙ୍କ ସଫଳାର କାହାଣୀକୁ ଟ୍ବିଟର ଓ ଫେସବୁକରେ ସେୟାର କରିବା ସହତ ତାଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି।

Other News