୩୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

State clears investment proposals worth Rs 3,000 crore

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

23-Dec-2016  

ରାଜ୍ୟରେ ଅନୁଷ୍ଠିତ ପୁଞ୍ଜିବିନିବେଶ ସମ୍ମିଳନୀର ୧୫ ଦିନ ପରେ ରାଜ୍ୟସରକାର ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ୩୦୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସବୁ ଶିଳ୍ପ ପ୍ରତିଷ୍ଠା ହେଲେ ୨୨୦୦୦ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତିର ସୁଯୋଗ ମିଳିବ। ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି, ପୋଷାକ ତିଆରୀ, ଖାଦ୍ୟ ପ୍ରକ୍ରୀୟାକରଣ, ପର୍ଯ୍ୟଟନ, କେମିକାଲ ଆଣ୍ଡ ପେଟ୍ରୋକେମିକାଲସ୍,ସହିତ କେତକ ଧାତୁ ଶିଳ୍ପ ପ୍ରସ୍ତାବକୁ ମଞୁରୀ ପ୍ରଦାନ କରିଛନ୍ତି।

Other News