ମୁଖ୍ୟମନ୍ତ୍ରୀଙ୍କ ଦାବୀ କୋଇଲା ରୟାଲଟି ବୃଦ୍ଧିକର

C M urges Centre to revise royalty on coal

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

06-Jan-2017  

କୋଇଲା ରୟାଲଟି ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନୂଆ ଦିଲ୍ଲୀଠାରେ କେନ୍ଦ୍ର କୋଇଲାମନ୍ତ୍ରୀ ଶ୍ରୀ ପିୟୂଷ ଗୋୟଲଙ୍କୁ ସାକ୍ଷତ କରି ୨୦୧୫ ରୁ ପଡିରହିଥିବା କୋଇଲା ରୟାଲଟିର ବୃଦ୍ଧି ପାଇଁ ସେ ଦାବୀ କରିଛନ୍ତି। ମଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୩ ମସିହାରେ କୋଇଲା ରୟାଲଟିର ଶେଷ ବୃଦ୍ଧି ହୋଇଥିଲା।ବର୍ତ୍ତମାନ କୋଇଲା ରୟାଲଟି ୧୪ ପ୍ରତିଶତ ରହିଛି। ପ୍ରତି ୩ ବର୍ଷରେ କୋଇଲା ରୟାଲଟି ବୃଦ୍ଧି ହେବା କଥା, ମାତ୍ର ତାହା ହେଉନାହିଁ।

Other News