ମୁଖ୍ୟମନ୍ତ୍ରୀ ଅନ୍ ଲାଇନରେ ପ୍ରଦାନ କଲେ ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା

CM distributes Online relief for drought-hit farmers

ରାଜ୍ୟର ମରୁଡି କ୍ଷତିଗ୍ରସ୍ତ ୩ଟି ଜିଲ୍ଲାର ଚାଷୀଙ୍କୁ ଇଲେକଟ୍ରୋନିକ ଟ୍ରାନ୍ସଫର ସିଷ୍ଟମ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ପ୍ରରମ୍ଭିକ ପର୍ଯ୍ୟୟରେ ବରଗଡ, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାର ଚାଷୀ ମାନଙ୍କୁ ପ୍ରଦାନ କରାଯାଇଛି।୨୦୧୫ ମସିହାରେ ହୋଇଥିବା ମରୁଡି ପାଇଁ ଏହି ସହାୟତା ପ୍ରଦାନ କରାଯାଇଛି। ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଚାଷୀ ଉପକୃତ ହେବେ।

Other News