ଆର୍ଥିକ ଅନଗ୍ରସରଙ୍କ ପାଇଁ ଓଡିଶାର ପ୍ରତି ପଞ୍ଚାୟତରେ ଖୋଲାଯିବ ଆଇନ୍ ସହାୟତା ପ୍ରକୋଷ୍ଠ

Odisha to establish legal aid cells for the poor in gram panchayats

ରାଜ୍ୟର ପ୍ରତି ପଞ୍ଚାୟତରେ ଆଇନ୍ ସହାୟତା ପ୍ରକୋଷ୍ଠ ଖୋଲିବା ପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ଆର୍ଥିକ ଅନଗ୍ରସର ତଥା ଅନ୍ୟାନ ସାମାଜିକ କାରଣ ପାଇଁ କୋର୍ଟକୁ ଯାଇ ପାରୁନଥିବା ବ୍ୟକ୍ତି ମାନଙ୍କୁ ବିନା ଖର୍ଚରେ ଏହି ପ୍ରକୋଷ୍ଠ ଆଇନ୍ ଗତ ସହାୟତା ପ୍ରଦାନ କରିବାରେ ସହାୟକ ହେବ।

Other News