କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ: ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

SCB Transformation: CM Approves Comprehensive Rehabilitation, Resettlement Package for Affected People

 Published : ଦି ନ୍ୟୁଜ ରୁମ

/  

25-Jan-2020  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିରେ ସରକାର କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସହାୟତା ଏବଂ ଉପଯୁକ୍ତ ଥଇଥାନ ପାଇଁ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ପ୍ୟାକେଜ ଦ୍ଵାରା ଆବାସିକ ଅଞ୍ଚଳ, ଅନଧିକୃତ ବାସଗୃହ, ଦୋକାନ ମାଲିକ, ଥଇଥାନ ହେଉଥିବା ବ୍ୟବସାୟୀଙ୍କ ସହ ପ୍ରକଳ୍ପ କ୍ଷତିତିଗ୍ରସ୍ତ ବିଶେଷ ଭାବେ ଉପକୃତ ହେବେ। ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ପାଣ୍ଠି ଯୋଗାଇଦେବେ।

Other News