ବିଶ୍ବର ସୁରକ୍ଷିତ ସହର ମାନଙ୍କ ୧୩ ସ୍ଥାନରେ ଭୁବେନଶ୍ବର

Odisha capital ranked 13th safest city in world

 Published : ଓଡିଶା ସନ୍ ଟାଇମ୍ସ

/  

13-Mar-2018  

ବିଶ୍ବର ୨୦ ଟି ସୁରକ୍ଷିତ ସହର ମାନଙ୍କ ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ୧୩ ସ୍ଥାନରେ ରହିଛି। ମାର୍ଚ୍ଚ ୧୨ ତାରିଖରେ ପ୍ରକାଶିତ ଜୁନିପର ରିସର୍ଚ ଗୋବ୍ଲାଲ ସ୍ମାର୍ଟ ସିଟି ପରଫରମାନ୍ସ ଇଣ୍ଡେକ୍ସ-୨୦୧୭ରେ ଅପରାଧର ହାର , ସୁରକ୍ଷା , ନୈତିକତା ଓ ଆଇନ ସେବା ଦୃଷ୍ଟିକୁ ବିଚାରକୁ ନେଇ ଏହି ସର୍ଭେ କରାଯାଛି।

Other News