Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
05-Sep-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ହକି ପୁରୁଷ ବିଶ୍ବକପ ଟ୍ରଫିକୁ ଉନ୍ମୋଚନ କରିବା ସହିତ ‘ସୋପିସଇଭେଣ୍’ ଭାବେ ରାଜ୍ୟବ୍ୟାପି ଟ୍ରଫି ଯାତ୍ରାର ଶୁଭାରମ୍ଭ କରିଛନ୍ତି।