ମାଲକାନଗିରିର ପୂର୍ବତନ ବିଧାୟକ ଦଳକୁ ଫେରିଲେ

Former Malkangiri MLA backed to party

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Mar-2019  

ମାଲକାନାଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଯେକି କିଛିଦିନ ତଳେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ, ସେ ପୁଣି ଦଳକୁ ଫେରି ଆସିଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

Other News