Published : ଓଡିଶା ସନ୍ ଟାଇମ୍ସ
/30-Jan-2017
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ ଦୁଇ ଭାଇ କ୍ଷୀରୋଦ ଚନ୍ଦ୍ର ବିଶ୍ବାଳ ଓ ବିହାରୀ ଚନ୍ଦ୍ର ବିଶ୍ବାଳଙ୍କ ଏବଂ ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ କିରିମିରା ବ୍ଲକର ୬୦ ଜଣ କଂଗ୍ରେସ କର୍ମ୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାପରେ ନବୀନ ନିବାସଠାରେ ସଦସ୍ୟମାନେ ଦଳରେ ମିଶିଥିଲେ।