ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ, ଫସଲ ସୁରକ୍ଷାପାଇଁ ସର୍ତକ ରୁହ

CM asked DMs to stay alert ,prevent crop loss

 Published : ପାଓନିୟର

/  

06-Dec-2017  

ସଂଭାବ୍ୟ ବର୍ଷାକୁ ଦୃଷ୍ଟିକୁରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳରୁ ଭିଡିଓକନଫରେନ୍ସି ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହିତ ଆଲୋଚନା କରିଛନ୍ତି। ବଙ୍ଗପୋସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟରେ ଡିସେମ୍ବର ୭ ତାରିଖରୁ ଅଦିନିଆ ବର୍ଷାହେବାର ପୂର୍ବାନୁମାନ କରାଯାଇଛି। ସଂପ୍ରତି ପରିସ୍ଥିତି ପାଇଁ ସଜାଗ ରହିବା ସହିତ ସୁରୁଖୁରୁରେ କିପରି ଧାନ ଅମଳ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

Other News