ଓଡ଼ିଶାକୁ ମୋଦି ଦେଇଥିବା ପ୍ରତିଶୁତି ପୁରଣ କରିବାରେ ଅସଫଳ: ବିଜେଡି

Modi failed to fulfil promises made for Odisha: BJD

 Published : ଓଡ଼ିଶା ସନ୍ ଟାଇମ୍ସ

/  

30-Mar-2019  

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଦେଇଥିବା ପ୍ରତିଶୁତି ପୁରଣ କରିପାରି ନଥିବା ସମ୍ପର୍କରେ ତାଜୟପୁର ସଭାରେ ତାଙ୍କ ଭାଷଣରେ କିଛି କାହିଁକି କହିଲେ ନାହିଁ ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି। 

Other News