ମୁଖ୍ୟମନ୍ତ୍ରୀ ଉନ୍ମୋଚନ କଲେ ସ୍ମାର୍ଟ ସିଟି ଲୋଗୋ, ୱେବ ସାଇଟ୍ ଏବଂ ପ୍ରମୋ ଭିଡିଓ

CM unveiled Bhubaneswar Smart City logo, website, promo video

 Published : ଓଡିଶା ସନ୍ ଟାଇମ୍ସ

/  

12-Apr-2018  

ରାଜଧାନୀର ୭୦ତମ ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋଗୋ, ସ୍ମାର୍ଟ ସିଟି ୱେବ୍ ସାଇଟ୍ ଏବଂ ବିଡିଏ ଦ୍ବାରା ପ୍ରସ୍ତୁତ ‘Bhubaneswar.me’ ୱେବ ସାଇଟ ଓ ପ୍ରମୋ ଭିଡିଓକୁ ଉନ୍ମୋଚନ କରିଛନ୍ତି। ଏହା ପର୍ଯ୍ୟଟକ ମାନଙ୍କୁ ସହର ପ୍ରତି ଆକୃଷ୍ଟ କରିବ।

Other News