ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୩୪.୪ କୋଟି ଟଙ୍କା ମଞ୍ଜୁର କଲେ

CM sanctioned Rs 34.4 cr under Ama Gaon Ama Bikash

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି୧୪୭ ଟି ପଞ୍ଚାୟତ ପାଇଁ ୩୪.୪୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜିର କାର୍ଯ୍ୟକ୍ରମକୁ ମିଶାଇ ଏହି କାର୍ଯ୍ୟକ୍ରମ ରାଜ୍ୟର ୧୦୧ ଟି ବ୍ଲକରେ ପହଞ୍ଚିଛି।

Other News