ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି : ଖ୍ରୀଷ୍ଟୀୟଧର୍ମାବଲମ୍ବୀଙ୍କୁ ମିଳିବ ସମାନ ସୁବିଧା ଓ ନ୍ୟାୟ

CM assured Odisha Christians of fairness and justice

 Published : ଓଟିଭି

/  

24-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖ୍ରୀଷ୍ଟୀୟଧର୍ମାବଲମ୍ବୀ ମାନଙ୍କୁ ବଡଦିନର ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସରକାର ରାଜ୍ୟରେ ବସ ବାସ କରୁଥିବା ସମସ୍ତ ନାଗରିକଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମାନ ସୁବିଧା ଓ ନ୍ୟାୟ ପ୍ରଦାନ କରିବା  ଦିଗରେ ବଦ୍ଧପରିକର।

Other News