ବିଜେଡି ଧମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗର ଦେଲା କଡା ଜବାବ୍ ଓ ଓଲଟି ପଚାରିଲା ୨୦ ଟି ପ୍ରଶ୍ନ

BJD countered Dharmendra Pradhan and asked 20 questions

କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ଶାସକ ବିଜୁ ଜନତା ଦଳ କଡା ଜବାବ୍ ରଖିଥିବା ବେଳେ ବିଜେଡି  ବିଜେପିକୁ ଓଲଟା ୨୦ ଟି ପ୍ରଶ୍ନ ପଚାରିଛି। ବିଜେଡ଼ି ଆଇ ଟି ସେଲର ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର, ଓ ମାନସ ମଙ୍ଗରାଜ କେନ୍ଦ୍ରମନ୍ତ୍ରୀଙ୍କୁ  ପ୍ରଶ୍ନ କରି କହିଛନ୍ତି ଓଡ଼ିଶାରେ ଉଜ୍ଜ୍ବଳା ଯୋଜନା ସମ୍ମୁର୍ଣ୍ଣ ବିଫଳ ହୋଇଛି। ଉଜ୍ଜ୍ବଳ ହିତାଧିକାରୀ ମାନଙ୍କ ତାଲିକା ତୈଳ ମନ୍ତ୍ରଣାଳୟର ୱେବ ସାଇଟରେ କାହିଁକି ଦିଆଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି।

Other News