ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ : ସଙ୍ଘୀୟ ‍ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ଆଞ୍ଚଳିକ ଦଳ ଗୁଡିକ ମଧ୍ୟରେ ସମନ୍ବୟ ଆବଶ୍ୟକ

Odisha CM stressed on coordination among regional parties to strengthen federalism

 Published : ଓଟିଭି

/  

25-Dec-2017  

ବିଜୁ ଜନତା ଦଳର ଦ୍ବାଦଶତମ ପ୍ରତିଷ୍ଠା ଦିବସ ଉପଲକ୍ଷେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସଙ୍ଘୀୟ ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ସହଯୋଗ ଭିତ୍ତିରେ ସମନ୍ବୟ ରଖିବାର ଆବଶ୍ୟକତା ରହିଛି।

Other News