ନବ ବର୍ଷରେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଆର୍ଶିବାଦ ଭିକ୍ଷାକଲେ

Chief Minister seeks Lords blessings

 Published : ଦି ଟେଲିଗ୍ରାଫ

/  

02-Jan-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବବର୍ଷରେ ଶ୍ରମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସମେତ ଚତୃର୍ଦ୍ଧା ମୁରତିଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିବା ସହିତ ରାଜ୍ୟ ଓ ରାଜ୍ୟ ବାସୀଙ୍କର ମଙ୍ଗଳ କାମନା କରିଛନ୍ତି। ଦର୍ଶନ ପରେ ଭାରତୀୟ ପତ୍ନତତ୍ତ୍ବ ବିଭାଗ ପକ୍ଷରୁ କରାଯାଉଥିବା ଜଗମୋହନର ମରାମତିର ସ୍ତିତିର ଅନୁଧ୍ୟାନ କରିଥିଲେ ।

Other News