ନିର୍ଦ୍ଦେଶ ନିବନ୍ଧନ କ୍ଷେତ୍ରରେ ଓଡିଶାର ପସ୍ତାବକୁ ଉପେକ୍ଷା,ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ

ToR row:CM sought PMs intervention as Odishas suggestions ignored

 Published : ଓଡିଶା ସନ୍ ଟାଇମ୍ସ

/  

13-Apr-2018  

ନିର୍ଦ୍ଦେଶ ନିବନ୍ଧନ କ୍ଷେତ୍ରରେ ଓଡିଶାର ପସ୍ତାବକୁ କେନ୍ଦ୍ର ଉପେକ୍ଷା କରିଛି, ଫଳରେ ରାଜ୍ୟ ପାଇଁ ପଞ୍ଚଦଶ ଅର୍ଥକମିଶନ ଅନୁଦାନ ଯଥେଷ୍ଟ ହ୍ରାସ ପାଇବ। ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପତ୍ର ଲେଖି  ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

Other News