ମହାନଦୀ ଉପରେ ନବ ନିର୍ମିତ ସେତୁ ଉତ୍କଳ ଗୌରବ ମଧୁସୂଦନ ସେତୁ ନାମରେ ନାମିତ

Odisha named new bridge on Mahanadi as Utkal Gourab Madhusudan Setu

 Published : ଓଡିଶା ସନ୍ ଟାଇମ୍ସ

/  

29-Mar-2018  

ବିଶିଷ୍ଠ ସ୍ବାଧୀନତା ସଂଗ୍ରାମୀ, କବି, ପ୍ରଥମ ଓଡିଆ ସ୍ନାତକ ଏବଂ ପ୍ରଥମ ଓକିଲ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କଟକ ଠାରେ ମହାନଦୀ ପରେ ନବ ନିର୍ମିତ ସେତୁକୁ ଓଡିଶା ସରକାର ଉତ୍କଳ ଗୌରବ ମଦୁସୂଦନ ସେତୁ ନାମରେ ନାମିତ କରିଛନ୍ତି। ୩.୧୩ କିଲୋ ମିଟର ଦୈଘ୍ୟର ଏହି ସେତୁ କଟକ ସହିତ ନୂଆପାଟନାକୁ ସଂଯୋଗ କରୁଛି। ଉତ୍କଳଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରା ନବୀନ ପଟ୍ଟନାୟକ ଏହି ସେତୁକୁ ରାଜ୍ୟବାସୀଙ୍କ ଉଦେଶ୍ୟରେ ଲୋକାର୍ପିତ କରିବେ।

Other News