ମୁଖ୍ୟମନ୍ତ୍ରୀଙ୍କ ମହିଳା ସଂରକ୍ଷଣ ପ୍ରସ୍ତାବକୁ ଏନସିପର ସମର୍ଥନ

Reservation for women: CM got NCPs support

 Published : ଓଡ଼ିଶା ସନ୍ ଟାଇମ୍ସ

/  

10-Jan-2019  

ସଂସଦ ଓ ବିଧାନ ସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଦେଶରେ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେହି ପ୍ରସ୍ତାବକୁଏନସିପିର ସମର୍ଥନ ମିଳିଛି। ଏନସିପିର ସଭାପତି ଶ୍ରୀ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ସଂସଦରେ ଏହି ବିଲ ଆସିଲେ ତାଙ୍କ ପାର୍ଟି ଏନସିପି ସମର୍ଥନ ଦେବ। ମୁଖ୍ୟମନ୍ତ୍ରୀଙ୍କ ଏହିଭଳି ଉଦ୍ୟମକୁ ଶ୍ରୀ ପାୱର ପ୍ରଶଂସା କରିଛନ୍ତି।

Other News