ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Naveen Inaugurates Gopalpur Beach Festival 2019

 Published : ଦି ନ୍ୟୁଜ ରୁମ

/  

24-Dec-2019  

 

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କରିଛନ୍ତି। ସଂସ୍କୃତି, ପରମ୍ପରା, ଲୋକକଳା ଓ ପର୍ଯ୍ୟଟନର ବାର୍ତ୍ତା ବହନ କରୁଥିବା ଗୋପାଳପୁର ବେଳାଭୂମି ମହୋତ୍ସବରେ ଜାତୀୟସ୍ତରୀୟ ହର୍ବାଲ୍ ମେଳା, ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି।

Other News