ଦଳବିଧୀ କାର୍ଯ୍ୟ ପାଇଁ ସଭାପତି କଲେ ନିଲମ୍ବନ

President suspended leader for anti-party activities

 Published : ଓଡ଼ିଶା ସନ୍ ଟାଇମ୍ସ

/  

11-Apr-2019  

ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବୈଦ୍ଧ ଜିଲ୍ଲାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଶେଷଦେବ ମେହରଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଶେଷଦେବ କଣ୍ଟାମାଳ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଛନ୍ତି।

Other News