ମେ-୧୬ରୁ ଦଳ ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ

Party to launch Mahanadi Suraksha Abhiyan campaign on May 16

 Published : ଟାଇମ୍ସ ଅଫ ଇଣ୍ଡିଆ

/  

02-May-2018  

ମହାନଦୀ ପ୍ରସଙ୍ଗରେ ଦଳ ପକ୍ଷରୁ ମହାନଦୀ ସୁରକ୍ଷା ଅଭିଯାନ ମେ-୧୬ରୁ ଆରମ୍ଭ ହେବ। ଏହି ଅଭିଯାନ ୧୫ ଦିନ ଧରି ଚାଲିବ। ଅଭିଯାନ କାଳରେ କେନ୍ଦ୍ର ଓ ଛତିଶଗଡର ବିଜେପି ସରକାର ଓଡ଼ିଶାରେ ପ୍ରବାହିତ ମହାନଦୀରେ ପାଣି ବନ୍ଦ କରିବାର ଷଢଯନ୍ତ୍ର ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ। ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାର ସୁଖାସୋଡ଼ା ଓ ବରଗଡର ଆମ୍ବାଭନାର ଚିକିଲିରୁ ଏହି ଅଭିଯାନର ଶୁଭାରମ୍ଭ କରିବେ।

Other News